କାଣ୍ଡୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡୀ
ଉଚ୍ଚାରଣ: Kāṇḍī
(କଣ୍ଡିନୀ—ସ୍ତ୍ରୀ)

ସଂ. ବିଣ. (କାଣ୍ଡ=ଶର+ଅଛି ଅର୍ଥରେ. ଇନ୍; ୧: ମା. ୧: ବ.) —

କାଣ୍ଡ ବା ଶର ପ୍ରଯୋଗରେ ବିଚକ୍ଷଣ — Expert in archery.

ଦୂର୍ଯ୍ୟୋଧନ ରଜା ଅଟନ୍ତି ବଡ଼ କାଣ୍ଡୀ ବିନ୍ଧିଲେ ମୃଗଙ୍କ ଗଳିଲା ଗଣ୍ଡିହାଣ୍ଡି କୃଷ୍ଣସିଂହ. ମହାଭାରତ. ବନ

काँडि

ଦେ. ବି. (ଜାହାଜିଆ ଶବ୍ଦ; ସଂ. କାଣ୍ଡ) —

ଲଙ୍ଗରର ମଝିଅଂଶ — The straight middle portion or of an anchor shank.