କାତିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତିକା
ଉଚ୍ଚାରଣ: Kātikā
কাতি काती

ଦେ. ବି (କାତି+କ୍ଷୁଦ୍ରାର୍ଥେ. କା) —

୧: ଛୋଟ କାତି ବା କଟୁରି; ଛୁରିକାତି; ଛୁରିକା —୧. Small knife.

୨: ଛୋରା —୨. Dagger.

ଅଜ୍ଞାତେ କାତିକା ଛାତିରେ ହାଣିଛି—ଅଜୟଚନ୍ଦ୍ର. ଶେଷବନ୍ଦୀଭାରତୀ