କାତିମାନ୍ଦୂ ସିଝୂ
Appearance
କାତିମାନ୍ଦୂ ସିଝୂ —
ଉଚ୍ଚାରଣ: Kātimāndusijhu
ପ୍ରାଦେ. (ଗଡ଼ଜାତ)— ବି —
ପର୍ବତ ଓ ଜଙ୍ଗଲରେ ଥିବା ଏକପ୍ରକାର ସିଝୁ —A kind of mountainous Euphorbia.
[ଦ୍ର—ଏହା ୮/୧: ହାତ ଉଚ୍ଚ ହୁଏଏହାର କ୍ଷୀର ବାତ— ରୋଗରେ ଔଷଧ ହୁଏ କ୍ଷୀର ଆଣିବାକୁ ହେଲେ ବଟା ପିଆଜ ଦେହରେ ବୋଳିବାକୁ ପଡେ; ନଚେତ କ୍ଷୀରର ଧାସରେ ଦେହରେ ଘାଆ ହୋଇଯାଏ]