କାତିମାନ୍ଦୂ ସିଝୂ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତିମାନ୍ଦୂ ସିଝୂ
ଉଚ୍ଚାରଣ: Kātimāndusijhu

ପ୍ରାଦେ. (ଗଡ଼ଜାତ)— ବି —

ପର୍ବତ ଓ ଜଙ୍ଗଲରେ ଥିବା ଏକପ୍ରକାର ସିଝୁ —A kind of mountainous Euphorbia.

[ଦ୍ର—ଏହା ୮/୧: ହାତ ଉଚ୍ଚ ହୁଏଏହାର କ୍ଷୀର ବାତ— ରୋଗରେ ଔଷଧ ହୁଏ କ୍ଷୀର ଆଣିବାକୁ ହେଲେ ବଟା ପିଆଜ ଦେହରେ ବୋଳିବାକୁ ପଡେ; ନଚେତ କ୍ଷୀରର ଧାସରେ ଦେହରେ ଘାଆ ହୋଇଯାଏ]