କାତେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତେ
ଉଚ୍ଚାରଣ: kāte

ପ୍ରାଦେ (ବାଲେଶ୍ବର; ପୁରୀ) ଅ —

କେତେ — Some.

(ଯଥା—ଗୋଟାକାତେ;ଜଣେକାତେ)

ଦେ. ବି. ଓ ବିଣ —

ଏକ କାତ ଗଭୀର (ଜଳ) — One pole deep (water).