କାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଦ
ଉଚ୍ଚାରଣ: Kāda
লগি बल्ला; ड़ाँड़ा

ପ୍ରାଦେ. (ଗଞ୍ଜାମ) ବି —

କାତ; ନୌକା ବୋହିବା ବାଉଁଶ — Long bamboo pole for pushing boats.

ପୁଷ୍ପ ଶର ସିନ୍ଧୁ କେଳି ତରୀ କିସେ ପଛରୁ ପେଲିବା କାଦ କବିସୂର୍ଯ୍ୟ. ରତ୍ନାକର ଚମ୍ପୁ

কাদা किचड़, काँदो

ଦେ. ବି. (ସଂ. କର୍ଦ୍ଦମ; ପା. କଦ୍ଦମୋ, କଦ୍ଦ) —

କାଦୁଅ; ପଙ୍କ —Clay; mud.

କାଦ ଟେକା ପାଣି ନ ଥିଲେ ଯୁଦ୍ଧ ସ୍ଥାନେ ଯୋଦ୍ଧାଏ ସେ ସ୍ଥାନକୁ ପ୍ରଶଂସନ୍ତି ମନେ କୃଷ୍ଣସିଂହ. ମହାଭାରତ. ଶାନ୍ତି