କାଦମ୍ବରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଦମ୍ବରୀ
ଉଚ୍ଚାରଣ: Kādambarī

ସଂ. ବି. ପୁଂ. (କାଦମ୍ବର+ସ୍ତ୍ରୀ. ଈ) —

୧: ଏକପ୍ରକାର ମଦ୍ୟ; ଗୈଡ଼ୀ ମଦିରା — ୧. A kind of intoxicating liquor.

କାଦମ୍ବରୀ ପାନେ ଦେବା ସଦା ମତି ଭୋଳ—ସାରଳା. ମହାଭାରତ. ବିରାଟ

୨: ସରସ୍ବତୀ —୨. The Goddess of lerning.

୩: ପକ୍ଷିଣୀ —୩. A she-bird.

୪: ଶାରିକା —୪. The pied Myna bird; sturnopaster contra.

୫: ମାଇ କୋଇଲି —୫. She-cockoo.

୬: ମହାକବି ବାଣଭଟ୍ଟ ବିରଚିତ ପ୍ରସିଦ୍ଧ ସଂସ୍କୃତ ଗଦ୍ୟକାବ୍ୟ— ବିଶେଷ —୬. Name of a Sanscrit novel by Bāṇabhaṭṭa

[ଦ୍ର— ଏ ଗଦ୍ୟକାବ୍ୟର ନାୟିକାଙ୍କ ନାମ କାଦମ୍ବରୀ; ବାଣଭଟ୍ଟ ଏ ଗ୍ରନ୍ଥର କିୟଦଂଶ ରଚନା କରି ମୃତ ହେବାରୁ ତାଙ୍କ ପୁତ୍ର ଏ ଗ୍ରନ୍ଥ ସମାପ୍ତ କରିଥିଲେ—ଜ୍ଞାନେନ୍ଦ୍ର]