କାନନାଉଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନନାଉଳି
ଉଚ୍ଚାରଣ: Kānanāuḻi

ପ୍ରାଦେ. (ଗଡ଼ଜାତ) ବି —

ରାଜକୁମାରାଦିଙ୍କ କର୍ଣ୍ଣବେଧ ଉତ୍ସବ —The ear-boring ceremony of a Rājā's child.