କାନପୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନପୁର
ଉଚ୍ଚାରଣ: Kānapura

ଦେ. ବି. (ନାମ) (ସଂ. କନ୍ୟାପୁର) —

ଯୁକ୍ତ ପ୍ରଦେଶର ଗୋଟିଏ ଜିଲ୍ଲା ଓ ପ୍ରସିଦ୍ଧ ନଗରର ନାମ —Name of a district and town in the United Province; Cawnpur.

[ଦ୍ର—ଇଷ୍ଟ୍ ଇଣ୍ଡିଆ ରେଳର ଏହା ଗୋଟିଏ ପ୍ରସିଦ୍ଧ ଜଙ୍କ୍ସନ୍ ଷ୍ଟେସନ୍; ଏଠାରେ ଚମଡ଼ାର ଅନେକ କାରଖାନା ଅଛି ୧୮୫୭: ସାଲର ସିପାହିବିଦ୍ରୋହରେ ଏଠାରେ ବିଦ୍ରୋହୀ ସିପାହୀମାନେ ବିଶେଷ ଉପଦ୍ରବ ଘଟାଇ ଥିଲେ]