କାନିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନିଆଁ
ଉଚ୍ଚାରଣ: Kāniāñ
(କାନୀ—ସ୍ତ୍ରୀ)

ଦେ. ବିଣ. ପୁଂ. (ସଂ. କର୍ଣ୍ଣ) (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) —

୧: କର୍ଣ୍ଣବିଶିଷ୍ଟ — ୧. Having ears; eared.

(ଯଥା—ଲମ୍ବକାନିଆଁ; ମୃଷାକାନିଆଁ; ଏକକାନିଆ)

୨: କାନିକିଆ; କାନିବିଶିଷ୍ଟ — ୨. Having a 'kāni'

(ଯଥା—ଏକକାନିଆଁ)

ପ୍ରାଦେ. (ଗଡ଼ଜାତ) ବି —

ଯେଉଁ ଲୋକମାନେ ଶିକାରୀର ଭାଡ଼ିର ଦୁଇ କାନି ବା ପାଖରେ ଧାଡ଼ି ବାନ୍ଧ ଠିଆ ହୋଇ- ଥାଆନ୍ତି ଓ ଶିକାରୀ ପାଖକୁ କାଲୁଣିଆମାନେ (beaters) ତଡ଼ଆଣିବା ଜନ୍ତକୁ ବାଟ ଛାଡ଼ି ଦିଅନ୍ତି ନାହିଁ — Stoppers in a shooting party.