Jump to content

କାନ୍ଦଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦଣା
ଉଚ୍ଚାରଣ: Kāndaṇā
কান্না रेआई; रुलाइ

ଦେ. ବି.—(ସଂ. କ୍ରନ୍ଦନ) —

କାନ୍ଦ (ଦେଖ) Kānda (See)

ବିସ୍ତାରି କପଟ ଶୋକେ କପଟ କାନ୍ଦଣା ବୋଇଲା ହେ ନାଥ ବଡ଼ ସୌଭାଗ୍ୟ ଦାସୀର ଚିନ୍ତାମଣି. ବିକ୍ରମାଦିତ୍ୟ

[ଦ୍ର—ବିବାହିତା କନ୍ୟାମାନେ ବାପ ଘରୁ ଶାଶୁଘରକୁ ଗଲାବେଳେ ପିତା, ମାତା, ଭାଇ, ଭଉଣୀ ଆଦି ଆତ୍ମୀୟ— ମାନଙ୍କଠାରୁ ବିଦାୟ ନେବା ଉପଲକ୍ଷରେ କରୁଣ ସ୍ବରରେ କାନ୍ଦନ୍ତି କେତେକ କରଣ, ଖଣ୍ଡ଼ାଏତଙ୍କ ଘରେ ବାଳିକାମାନେ ଏହି କାନ୍ଦଣାକୁ ବୟଃସ୍ଥାମାନଙ୍କଠାରୁ ଶିକ୍ଷା କରିବା ମଧ୍ୟ ଦେଖାଯାଏ, ଓ ଏହି କାନ୍ଦଣା ପ୍ରସଙ୍ଗରେ କନ୍ୟାମାନେ ଅନେକ ପୌରାଣିକ କଥା (allusion) ଓ ଘଟନାମାନ ସୂଚନା କରନ୍ତି]