କାନ୍ଦରିବେଣ୍ଟ
Appearance
କାନ୍ଦରିବେଣ୍ଟ —
ଉଚ୍ଚାରଣ: Kāndaribeṇṭa
ପ୍ରାଦେ. (ଗଡ଼ଜାତ. ବି.) —
ଶିକାରୀ ବନ୍ଧୁକ ପୂଜା କରି ଘରୁ ଶିକାର କରିବାକୁ ଅନୁକୂଳ କଲାବେଳେ ପରିବାର ମଧ୍ୟରୁ ଜଣକୁ କନ୍ଦାଇ କରି ଯିବା ରୀତି —The custom of making one of the members of the family cry at the time of starting for hunting purposes.