କାନ୍ଦରିବେଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦରିବେଣ୍ଟ
ଉଚ୍ଚାରଣ: Kāndaribeṇṭa

ପ୍ରାଦେ. (ଗଡ଼ଜାତ. ବି.) —

ଶିକାରୀ ବନ୍ଧୁକ ପୂଜା କରି ଘରୁ ଶିକାର କରିବାକୁ ଅନୁକୂଳ କଲାବେଳେ ପରିବାର ମଧ୍ୟରୁ ଜଣକୁ କନ୍ଦାଇ କରି ଯିବା ରୀତି —The custom of making one of the members of the family cry at the time of starting for hunting purposes.