କାନ୍ଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦିବା
ଉଚ୍ଚାରଣ: Kāndibā
কাঁদা रोना

(କନ୍ଦାଇବା—ଣିଜନ୍ତ)

ଦେ. କ୍ରି. (ସଂ. କ୍ରନ୍ଦ ଧାତୁ) —

୧: କ୍ରନ୍ଦନ କରିବା — ୧. To cry; to weep.

୨: ଜଳ ବୁହାଇବା —୨. To shed water.

୩: ବିଳାପ କରିବା — ୩. To utter a wailing or plaintive sound; to lament.

ପ୍ରାଦେ. (ଗଞ୍ଜାମ) କ୍ରି —

ଖେଳରେ ହାରି ବୃଥା ଗୋଳ କରିବା — To set up a row after defeat in a game.

[ଦ୍ର—ଲୋକ ଗଭୀର ମନୋଦୁଃଖରେ କାନ୍ଦନ୍ତି; ରୋଗ ବା ପ୍ରହାରଜନିତ ଶରୀରପୀଡା ଯୋଗୁଁ କାନ୍ଦନ୍ତି; ଭକ୍ତି ବା ପ୍ରେମବିହଳ ହୋଇ କାନ୍ଦନ୍ତି; ଆଖିରୁ ଲୁହ ବହିବା କାନ୍ଦିବାର ଲକ୍ଷଣ କାନ୍ଦିବା ଶବ୍ଦ ସଙ୍ଗେ କାଟିବା, କୁନ୍ଥେଇବା, ବୋବେଇବା କ୍ରିୟାମାନ ସହ— ଚରରୂପେ ବ୍ୟବହୁତ ହୁଏ]