କାନ୍ଦୁରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦୁରିବା
ଉଚ୍ଚାରଣ: Kānduribā

ଦେ. ବି.—(ସଂ. କ୍ରନ୍ଦ ଧାତୁ) —

ଅଥାରରେ ବସିଥିବା ବେଶି ସିଝି ଯିବା ପିଠାରୁ ରସ ବହିବା —Oozing of juicy liquid from steam-boiled cake.

(ଯଥା—ଏ ପିଠା କାନ୍ଦୁରିଲାଣି)