କାନ୍ଦୁରିବା
ଦେଖଣା
କାନ୍ଦୁରିବା —
ଉଚ୍ଚାରଣ: Kānduribā
ଦେ. ବି.—(ସଂ. କ୍ରନ୍ଦ ଧାତୁ) —
ଅଥାରରେ ବସିଥିବା ବେଶି ସିଝି ଯିବା ପିଠାରୁ ରସ ବହିବା —Oozing of juicy liquid from steam-boiled cake.
(ଯଥା—ଏ ପିଠା କାନ୍ଦୁରିଲାଣି)
କାନ୍ଦୁରିବା —
ଉଚ୍ଚାରଣ: Kānduribā
ଦେ. ବି.—(ସଂ. କ୍ରନ୍ଦ ଧାତୁ) —
ଅଥାରରେ ବସିଥିବା ବେଶି ସିଝି ଯିବା ପିଠାରୁ ରସ ବହିବା —Oozing of juicy liquid from steam-boiled cake.
(ଯଥା—ଏ ପିଠା କାନ୍ଦୁରିଲାଣି)