କାନ୍ଧବଦଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧବଦଳ
ଉଚ୍ଚାରଣ: Kāndhabadaḻa
কাঁধবদন कँधाबदल

ଦେ. ବି. —

ସବାରିକାନ୍ଧିଆ ବେହେରାମାନଙ୍କ ମଧ୍ୟରୁ କାନ୍ଧେଇଥିବା ବେହେରାମାନଙ୍କୁ ଅବସର ଦେଇ ଅନ୍ୟ ପଞ୍ଚା ବେହେରାମାନଙ୍କର ସବାରିରେ କାନ୍ଧ ଲଗାଇବା —The changing of shoulders by different relays of palki-bearers.