କାନ୍ଧଭେଣ୍ଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧଭେଣ୍ଡ଼ା
ଉଚ୍ଚାରଣ: Kāndhabheṇḍā

ପ୍ରାଦେ. (ଗଡ଼ଜାତ) ବି —

ନିର୍ବୁଦ୍ଧିଆ, ବଳୁଆ ଓ ହୃଷ୍ଟପୁଷ୍ଟ ଯୁବକ —A strong and stout young man without intelligence.