କାନ ଦେବା
ଦେଖଣା
କାନ ଦେବା —
ଉଚ୍ଚାରଣ: Kāna debā
কানদেওয়া
कानदेना
ଦେ. କ୍ରି —
୧: ମନୋଯୋଗପୂର୍ବକ ଶୁଣିବା, କାନେଇବା — ୧. To hear attentively; to lend one's ear.
୨: ଶୁଣିବା —୨. To hear.
କହତ ଭଳ କରି ଦେଇଛି ମୁଁ କାନ—କୃଷ୍ଣସିଂହ. ମହାଭାରତ. ବନ
କାନ ଦେବା —
ଉଚ୍ଚାରଣ: Kāna debā
কানদেওয়া
कानदेना
ଦେ. କ୍ରି —
୧: ମନୋଯୋଗପୂର୍ବକ ଶୁଣିବା, କାନେଇବା — ୧. To hear attentively; to lend one's ear.
୨: ଶୁଣିବା —୨. To hear.
କହତ ଭଳ କରି ଦେଇଛି ମୁଁ କାନ—କୃଷ୍ଣସିଂହ. ମହାଭାରତ. ବନ