କାବକାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବକାଣ
ଉଚ୍ଚାରଣ: Kābakāṇa

ପ୍ରାଦେ. (ଗଞ୍ଜାମ) ବିଣ. (ସଂ. କାଣ=ଏକଚକ୍ଷୁହୀନ) —

୧: ଦୁର୍ବଳ; ନିର୍ବଳ; ନିରାଶ୍ରୟ — ୧. Helpless; weak.

୨: ଦୃଷ୍ଟିହୀନ —୨. Sightless; devoid of sight.

ଓଡ଼ିଶା କାବକାଣ ଯେ ମାଇଲା ସେ ଟାଣ— ଦୈନିକ ଆଶା, ୨୧୧୧୨୮: