କାବକାଣିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବକାଣିଆ
ଉଚ୍ଚାରଣ: Kābakāṇiā

ପ୍ରାଦେ. (ଗଞ୍ଜାମ) ବିଣ. (ତୁଳ;ହି. କାଫୁର୍=ଗାଏବ; ହଠାତ୍ ଅଦୃଶ୍ୟ) —

ଗାଏବ; ଅଦୃଶ୍ୟ ହୋଇଥିବା — Missing; disappeared.