କାବରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବରା
ଉଚ୍ଚାରଣ: Kābarā

ପ୍ରାଦେ. (ଗଞ୍ଜାମ) ବି. (ଇଂ. କଭର) —

ଚଠିର ଲଫାପା ବା ବହିରାବରଣ —Cover or envelope of a letter.