କାମଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼ା
ଉଚ୍ଚାରଣ: Kāmaṟḍ̠ā

ଦେ. ବି —

୧: କାନ୍ଥ କିମ୍ବା ଚାଳ ବା ବାଡ଼ ଦୁଇ ପାଖରେ ଥିବା ବାତାକୁ ଏକତ୍ର ଦୃଢ଼ଭାବରେ ବାନ୍ଧିବା ଗଣ୍ଠି — ୧. Knot for tightly tying the two split bamboos on both sides of a thatch-frame or wall-frame by means of strings.

୨: ଦନ୍ତଦ୍ବାରା କ୍ଷତ କରିବା; କାମୁଡ଼ା — ୨. Act of biting.

୩: ଦନ୍ତକ୍ଷତ —୩. Bite.

୪: ପେଟମଧ୍ୟରେ ବ୍ଯଥା — ୪. Stomach-ache; griping in the stomach.

ବୈଦେ. ବି —

କାମରା (ଦେଖ) Kāmarā (See)

ପ୍ରାଦେ. (ମେଦିନୀପୁର) —

ଚାଳଘରର ରୁଅ — Rafters of a thatched house.

ଦେ. ବିଣ —

୧: ଦନ୍ତଦ୍ବାରା କ୍ଷତ ହୋଇଥିବା —୧. Bitten.

୨: ଅନ୍ୟକୁ କାମୁଡ଼ିବାରେ ଅଭ୍ୟସ୍ତ — ୨. Given to biting others.