କାମଦାନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦାନି
ଉଚ୍ଚାରଣ: Kāmadāni
কামদানী कामदोनी

ଦେ. ବି —

୧: ଲୁଗାରେ ଛୁଞ୍ଚିକାମଦ୍ବାରା ଫୁଲ ଆଦି ଚିତ୍ରଣ କର୍ମ —୧. Needlework on cloth embroidery.

୨: ଜରି କାମ କରାଯାଇଥିବା ଲୁଗା — ୨. Cloth of gold; embroidered cloth.