କାମଦେବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦେବ
ଉଚ୍ଚାରଣ: Kāmadeba

ସଂ. ବି(ରୂପକ; କାମ+ଦେବ) —

୧: କନ୍ଦର୍ପ — ୧. To God of love; Cupid.

[ଦ୍ର—ପୁରାଣରେ ଲେଖାଅଛି ଯେ ଏ ବ୍ରହ୍ମାଙ୍କ ମାନସପୁତ୍ର, ମହାଦେବଙ୍କ ଧ୍ୟାନ ଭଙ୍ଗ କରିବାକୁ ଯାଇ ଏ ଅନଙ୍ଗ ହୋଇଥିଲେ, ଓ ପରେ ଶ୍ରକୃଷ୍ଣଙ୍କ ଔରାସରେ ରୁକ୍ମିଣୀଙ୍କଗର୍ଭରୁ ଜାତ ହୋଇଥିଲେ ଏହାଙ୍କ ତ୍ସୀ ଭଳି, ସଙ୍ଗୀ ବସନ୍ତ, ଦୂତ କୋକିଳ, ଧ୍ଵଜଚିହ୍ନ ମତ୍ସ୍ୟ ଆଯୁଧ ପଞ୍ଚପୁଷ୍ପଯୁକ୍ତ ଶର କାମଦେବଙ୍କର ସଂସ୍କୃତ ନାମନ୍ତର— ମଦନ, ମନ୍ମଥ, ମାର, ପ୍ରଦ୍ଯୁମ୍ନ, ମୀନକେତନ, କନ୍ଦର୍ପ, ଦର୍ପକ, ଅନଙ୍ଗ, ପଞ୍ଚଶର, ସ୍ମର, ଶମ୍ବରାରି, ମନସିଜ, କୁସ୍ତମେଷୁ, ଅନନ୍ୟଜ, ପୁଷ୍ପଧନ୍ବା, ରତିପତି, ମକରଧ୍ଵଜ, ଆତୃଭୂ, ବ୍ରହ୍ମସୂ, ବିଶ୍ବକେତୁ]

ଦେ. ବି. ପୁଂ —

ଲୋକଙ୍କ ନାମ —A name given to males.