କାମନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମନା
ଉଚ୍ଚାରଣ: Kāmanā

ସଂ. ବି. ସ୍ତ୍ରୀ.— (କମଧାତୁ ଣିଜନ୍ତ=କାମି ଧାତି=ଇଛା କରିବା +ଭାବ. ଅନ + ସ୍ତ୍ରୀ. ଆ) —

ମନୋରଥ; ବାଞ୍ଚା; ଇଛା — Desire; wish.