କାମୁଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୁଡ଼ିବା
ଉଚ୍ଚାରଣ: Kāmuṟḍ̠ibā

(କାମୁଡ଼ାଇବା—ଣିଜନ୍ତ)

কামড়ান भँबोड़ना; काटखाना

ଦେ. କ୍ରି —

୧: ଦନ୍ତ ଦ୍ବାରା କ୍ଷତ କରିବା; ଦଂଶନ କରିବା — ୧. To bite.

୨: (ପେଟ) ଶୂଳରୋଗାକ୍ରାନ୍ତ ହେବା; ବା଼ଯୁ ଶୂଳ ରୋଗଦ୍ବାରା ଆକ୍ରାନ୍ତ ହେବା; ବାଯୁ ପ୍ରକୋପରୁ (ପେଟ) ବ୍ୟଥିତ ହେବା —୨. (the stomach) To be disturbed with colic-pain.

ପ୍ରାଦେ (ଗଞାମ) କ୍ରି —

୩: ମୁଠାଇ କରି ଧରିବା — ୩. To tightly catch hold of a thing.

(ଯଥା—ଦଉଡ଼ି ବୋଲି ମୁଁ ସାପୁଟାଏ କାମୁଡ଼ି ଦେଲି)

[ଦ୍ର—ଏହି ଶବ୍ଦର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ଧରିବା, ନେବା, ପକାଇବା, ହେବା କ୍ରିୟାମାନ ଯୁକ୍ତ ହୁଏ]