କାମ୍ବବିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ବବିକ
ଉଚ୍ଚାରଣ: Kāmbabika

ସଂ. ବି (କମ୍ବୁ=ଶଙ୍ଖ+ନିଷ୍ପନ୍ନାର୍ଥେ. ଇକ) —

ଶଙ୍ଖାରି; ଶଙ୍ଖା ତିଆରି କରିବା ବ୍ୟକ୍ତି —Bangle maker; manufacturer of conch-shell bangles.