କାରଣାଭାବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଣାଭାବ
ଉଚ୍ଚାରଣ: Kāraṇābhāba

ସଂ. ବି. (୬: ଷଷ୍ଠୀ ତତ୍; କାରଣ+ ଅଭାବ) —

ମୂଳ କାରଣର ଅନୁପସ୍ଥିତି — Absence of a cause.

ଦେ. (କଚିରିଆ) ବି —

ଦାଏର ହୋଇଥିବା ମକଦ୍ଦମା ଦାଏର୍ କରିବା ପାଇଁ ଆଇନସଙ୍ଗତ କାରଣର ଅଭାବ — Want of cause of action in a suit.