କାରାକୋରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରାକୋରମ
ଉଚ୍ଚାରଣ: Kārākerama

ଦେ. ବି. (ନାମ) —

କାଶ୍ମୀରରାଜ୍ୟର ଉତ୍ତର ପଶ୍ଚିମ କୋଣରେ ଥିବା ହିମାଳୟର ଶାଖାବିଶେଷ — A range of hills near Kashmere; the Kārakorame range.

[ଦ୍ର—ଏହାର ଅନ୍ୟ ନାମ ମସ୍ତାଘ୍; ଏଥିରୁ ସିନ୍ଧୁ ନଦ ବାହାରିଅଛି]