କାରାଗାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରାଗାର
ଉଚ୍ଚାରଣ: kārāgāra

ସଂ. ବି. (୬: ଷଷ୍ଠୀ ତତ୍; କାରା= ବନ୍ଧନ+ ଆଗାର) —

ବନ୍ଦିଶାଳା — Prison; jail; house of confinement; dungeon; gaol.