କାରୁକାର୍ଯ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୁକାର୍ଯ୍ୟ
ଉଚ୍ଚାରଣ: Kārukārj̄

ସଂ. ବି.—(କାରୁ+ କାର୍ଯ୍ୟ) —

୧: ଶିଳ୍ପ — ୧. Artistic design or work.

୨: ସୂକ୍ଷ୍ମ ଶିଳ୍ପକର୍ମ —୨. A product of art; a work of art.

୩: ତାରକଶି କାମ —୩. Filigree work.