କାର୍କୁନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍କୁନ୍
ଉଚ୍ଚାରଣ: kārkun.
কারকুন कारकुन

ବୈଦେ. ବି. (ଫାର୍ସି) —

୧: ବିଷୟ ସମ୍ପତିର ତତ୍ତ୍ବାବଧାରକ — ୧. Agent; superintendent.

୨: ଗୁମାସ୍ତା; ହିସାବ ରଖିବା ବାଲା — ୨. Accountant.