କାର୍ତ୍ତିକ ନାଟବନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକ ନାଟବନ୍ଦି
ଉଚ୍ଚାରଣ: Kārttika nāṭabandi
কাত্তিক কিস্তী कार्त्तिकिकिस्ती

ଦେ. ବି. —

ନଭେମ୍ବର ମାସର ତା ୮: ରିଖରେ ଖଜଣା ବା ଓଡ଼ିଶାରେ ଜମିଦାରମାନଙ୍କଦ୍ବାରା ସରକାରୀ ରାଜସ୍ବ ଦାଖଲ ହେବାର ବର୍ଷକର ନିର୍ଦ୍ଧାରିତ ସମୟ; ନଭେମ୍ବର କିସ୍ତି —The November kisti for payment of revenue or rent.

[ଦ୍ର—ଗଭର୍ଣ୍ଣମେଣ୍ଟଙ୍କୁ ଦେୟ ଜମିଦାରିର ସଦର ଜମା ବା ରାଜସ୍ବକୁ ଜମିଦାରମାନେ ଅପ୍ରେଲ ୨୮: ତାରିଖ ବୈଶାଖରେ ଆଠ ପଣ ଓ ନଭେମ୍ବର ୮: ତାରିଖ କାର୍ତ୍ତିକରେ ବାକି ଆଠ ପଣ ଦାଖଲ କରନ୍ତି ନଭେମ୍ବର ନାଟବନ୍ଦି କାର୍ତ୍ତିକ ମାସରେ ପଡ଼ିବାରୁ ମଫସଲରେ ଲୋକେ ଏହାକୁ କାର୍ତ୍ତିକ ନାଟବନ୍ଦି ବୋଲି କହନ୍ତି; ସେହିପରି ଅପ୍ରେଲ ନାଟବନ୍ଦିକୁ ବୈଶାଖ ନାଟବନ୍ଦି କହନ୍ତି]