Jump to content

କାର୍ଯ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟ
ଉଚ୍ଚାରଣ: Kārj̄ya

ସଂ. ବି. (କୃ ଧାତୁ+କର୍ମ. ୟ) —

୧: କର୍ମ — ୧. Act; work; deed; business.

୨: ନିମିତ୍ତ —୨. Cause.

୩: ହେତୁ —୩. Reason.

୪: ପ୍ରଯୋଜନ —୪. Need; necessity; use.

କି କାର୍ଯ୍ୟ ଥିଲେ ମୋତେ କହ ନ ବିଚାରି କୃଷ୍ଣସିଂହ. ମହାଭାରତ. ବନ

୫: ଫଳ —୫. Result; effect.

ତହିଁରୁ ହେଲେ କିଛି ନ ପାଇଲ କି କାର୍ଯ୍ୟ କୃଷ୍ଣସିଂହ. ମହାଭାରତ. ସଭା

୬: କୌଣସି ବିଷୟ —୬. Any matter.

୭: ଉପକାର —୭. Benefit.

ନ ମାର କରିବି ମୁଁ ତୁମ୍ଭର ବଡ଼ କାର୍ଯ୍ୟ କୃଷ୍ଣସିଂହ. ମହାଭାରତ. ବନ

୮: ଉଦ୍ଦେଶ୍ୟ —୮. Object; aim.

୯: କର୍ତ୍ତବ୍ୟ କାର୍ଯ୍ୟ୍ୟ —୯. Duty.

୧: ବିବାଦ —୧୦. Dispute.

୧୧: (ନ୍ୟାୟ ଦର୍ଶନ) କାରଣରୁ ଘଟିବା ଅବଶ୍ୟମ୍ଭାବୀ ଫଳ — ୧୧. (Nyāya philosophy) Effect necessarilly resulting; from a cause.

୧୨: (+ଭାବ. ଅ)—କରିବା —୧୨. Acting; doing.

୧୩: ବ୍ୟବସାୟ —୧୩. Occupation.

୧୪: ବ୍ୟାବହାରିକ କର୍ମ; ଦୈନିକ କାର୍ଯ୍ୟ; ବେପାର — ୧୪. Business.

୧୫: ଦୈବକାର୍ଯ୍ୟ ଧର୍ମାନୁଷ୍ଠାନ — ୧୫. Religious rites.

୧୬: ନିମିତ୍ତ; ବିବାହାଦି ସାମାଜିକ କ୍ରିୟା — ୧୬. Social ceremony or function.

୧୭: କାମ; ଚାକିରି — ୧୭. Service; post; employment.

୧୮: ଉଦ୍ଦେଶ୍ୟ ସିଦ୍ଧି — ୧୮. Fulfilment of one's object.

ବଡ଼ କାର୍ଯ୍ୟ ହୋଇବ ସେଠାକୁ ତୁମ୍ଭର କୃଷ୍ଣସିଂହ. ମହାଭାରତ. ବନ

ସଂ. ବିଣ. —

କରଣୀୟ —Fit to be done.