କାର୍ଯ୍ୟନିଯୁକ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ୟ୍ୟନିଯୁକ୍ତ
ଉଚ୍ଚାରଣ: Kārj̄yanij̄ukta

ସଂ. ବିଣ. (୭: ମୀ ତତ୍) —

୧: କାର୍ୟ୍ୟରେ ଲାଗିଥିବା — ୧. Engaged or employed in work.

୨: ମୁକରର ହେବା —୨. Appointed.