କାର୍ଯ୍ୟସାଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟସାଧନ
ଉଚ୍ଚାରଣ: Kārj̄yasādhana

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ସାଧନ) —

୧: କର୍ମସମ୍ପାଦନ — ୧. Accomplishment of a work.

୨: କାର୍ଯ୍ୟସିଦ୍ଧି ନିମନ୍ତେ କର୍ତ୍ତବ୍ୟ; ଉପାୟ — ୨. Means for completion of a work.

୩: ଉପକରଣ —୩. Materials.