କାର୍ଯ୍ୟସିଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟସିଦ୍ଧି
ଉଚ୍ଚାରଣ: Kārj̄yasiddhi

ସଂ. ବି (୬: ଷ୍ଠୀ ତତ୍; କାର୍ଯ୍ୟ+ସିଦ୍ଧି) —

୧: କୌଣସି କାର୍ଯ୍ୟରେ କୃତକାର୍ଯ୍ୟତା — ୧. Success in an undertaking.

୨: କୌଣସି କାର୍ଯ୍ୟର ସଫଳ ପରି ସମାପ୍ତି — ୧. Successful accomplishment of a work; fulfilment.

୩: ଅଭିଷ୍ଟ ସିଦ୍ଧି — ୩. Fulfilment of one's wish.