କାର୍ଯ୍ୟାକାର୍ଯ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟାକାର୍ଯ୍ୟ
ଉଚ୍ଚାରଣ: Kārj̄yākārj̄ya

ସଂ. ବି.—(ଦ୍ବନ୍ଦ୍ବ; କାର୍ଯ୍ୟ+ଅକାର୍ଯ୍ୟ) —

୧: ନ୍ୟାୟ ଓ ଅନ୍ୟାୟ କର୍ମ —୧. Right and wrong acts.

୨: କାରଣୀୟ ଓ ଅକରଣୀୟ କର୍ମ —୨. What is to be done and what left undone.