କାର୍ଯ୍ୟାଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟାଙ୍ଗ
ଉଚ୍ଚାରଣ: Kārj̄yāṅga

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଙ୍ଗ) —

କାର୍ଯ୍ୟର ଭିନ୍ନ ଭନ୍ନି ଅଂଶ —Different parts of a work.