କାର୍ଯ୍ୟାଧିପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟାଧିପ
ଉଚ୍ଚାରଣ: Kārj̄yādhipa

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଧିପ) —

୧: କାର୍ଯ୍ୟାଧ୍ୟକ୍ଷ (ଦେଖ) Kārj̄yādhyaksha (See)

୨: (ଜ୍ଯୋତିଷରେ) ଲଗ୍ନର ଦଶମ ସ୍ଥାନର ଅଧୀଶ୍ବର ଗ୍ରହ; କର୍ମାଧିପତି —୨. (Astrology)-The planet having the ୧୦th position from a person; natal sign.