କାର୍ଯ୍ୟାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟାନ୍ତ
ଉଚ୍ଚାରଣ: Kārj̄yānta

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅନ୍ତ) —

କୌଣସି ଚାକିରି ବା କାର୍ଯ୍ୟର ଶେଷ —End or termination of an affair or service.