କାର୍ଯ୍ୟାର୍ପଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ୟ୍ୟାର୍ପଣ
ଉଚ୍ଚାରଣ: Kārj̄yārpaṇa

ସଂ. ବି.—(୬: ଷ୍ଠୀ ତତ୍) —

କୌଣସି ବ୍ୟକ୍ତି ଉପରେ କାର୍ୟ୍ୟର ଭାର ଦେବା —The act of entrusting a work to a person.