କାର୍ ଜୀ
ଦେଖଣା
କାର୍ ଜୀ —
ଉଚ୍ଚାରଣ: Kārjī
কার্যী
कारजी
ଦେ. ବି. (ସଂ. କାର୍ଯ୍ୟୀ) —
୧: କାର୍ଯ୍ୟକାରୀ ବ୍ୟକ୍ତି; କାର୍ଯ୍ୟର ଭାରପ୍ରାପ୍ତ ବ୍ୟକ୍ତି — ୧. Superintendent; one in charge of a work.
୨: ଛାମୁକରଣ —୨. An accountant.
୩: ଗ୍ରାମର ଦଳପତି; ଗ୍ରାମାଧିକାରୀ — ୩. Headman of a village.
୪: ଜମିଦାରଙ୍କ ଖଜଣା ଅସୁଲ କରିବା କର୍ମଚାରୀ — ୪. A zamindar's rent collecting agent.
ପ୍ରାଦେ. (ଗଞ୍ଜାମ) ବି —
ଗ୍ରାମର ହିସାବପତ୍ର ଓ ଗ୍ରାମର ସାଧାରଣ ବିଷୟ ବୁଝିବା ପାଇଁ ନିଯୁକ୍ତ କର୍ମଚାରୀ — A village accountant.
[ଦ୍ର—ଗ୍ରାମର କରଣ ଗ୍ରାମର ସାଧାରଣ ହିସାବ ଲେଖନ୍ତି ଓ କାରଜୀ ଗ୍ରାମର ହିସାବପତ୍ର ତନଖି କରେ ଓ ସାଧାରଣ କାର୍ଯ୍ୟ ସବୁ ତୁଲାଏ]