କାର୍ ଜୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ ଜୀ
ଉଚ୍ଚାରଣ: Kārjī
কার্যী कारजी

ଦେ. ବି. (ସଂ. କାର୍ଯ୍ୟୀ) —

୧: କାର୍ଯ୍ୟକାରୀ ବ୍ୟକ୍ତି; କାର୍ଯ୍ୟର ଭାରପ୍ରାପ୍ତ ବ୍ୟକ୍ତି — ୧. Superintendent; one in charge of a work.

୨: ଛାମୁକରଣ —୨. An accountant.

୩: ଗ୍ରାମର ଦଳପତି; ଗ୍ରାମାଧିକାରୀ — ୩. Headman of a village.

୪: ଜମିଦାରଙ୍କ ଖଜଣା ଅସୁଲ କରିବା କର୍ମଚାରୀ — ୪. A zamindar's rent collecting agent.

ପ୍ରାଦେ. (ଗଞ୍ଜାମ) ବି —

ଗ୍ରାମର ହିସାବପତ୍ର ଓ ଗ୍ରାମର ସାଧାରଣ ବିଷୟ ବୁଝିବା ପାଇଁ ନିଯୁକ୍ତ କର୍ମଚାରୀ — A village accountant.

[ଦ୍ର—ଗ୍ରାମର କରଣ ଗ୍ରାମର ସାଧାରଣ ହିସାବ ଲେଖନ୍ତି ଓ କାରଜୀ ଗ୍ରାମର ହିସାବପତ୍ର ତନଖି କରେ ଓ ସାଧାରଣ କାର୍ଯ୍ୟ ସବୁ ତୁଲାଏ]