କାଲୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲୁଣି
ଉଚ୍ଚାରଣ: Kāluṇi

ପ୍ରାଦେ. (ଗଡ଼ଜାତ) ବି —

ଶିକାର କରିବାକୁ ଜଗି ବସିଥିବା ଶିକାରୀଙ୍କ ପାଖକୁ ଜଙ୍ଗଲର ଚାରିଆଡ଼ୁ ବଣଜନ୍ତୁଙ୍କୁ ଯେଉଁ ଲୋକମାନେ ଘଉଡ଼ାଇ ଆଣନ୍ତି —Persons who surround a jungle and drive wild beasts (by closing up the circle) to the hunter; the beaters.