କାଳକେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକେୟ
ଉଚ୍ଚାରଣ: Kāḻakeya

ସଂ. ବି (କାଳକା+ଅପତ୍ୟାର୍ଥେ. ଏୟ) —

କାଳକାଗର୍ଭଜାତ ଅତି ଦୁର୍ଦ୍ଦାନ୍ତ ଷଷ୍ଟି ସହସ୍ର ଅସୁରଗଣ —The class-name of very wicked demons born of demoness Kāḻakā, said to number sixty thousand.