କାଳକୟାକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକୟାକ
ଉଚ୍ଚାରଣ: Kāḻakaj̄āka

ଦେ. ଅ —

୧: ଚିରଜୀବନ; ଆଜୀବନ — ୧. Life-long; all through life.

୨: ବହୁକାଳାବଧି —୨. For a long time past.

୩: ଆବହମାନ କାଳରୁ — ୩. From time immemorial.