କାଳଦୋଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଦୋଷ
ଉଚ୍ଚାରଣ: Kāḻadosha

ପ୍ରାଦେ. (ଗଞ୍ଜାମ) ବି. (କଚିରିଆ ଭାଷା) —

ମକଦମା ଆଦିରେ ତମାଦି ଦୋଷ — The bar of limitation of time; time-bar.

ସଂ. ବି. (୬: ଷ୍ଠୀ ତତ୍;କାଳ+ଦୋଷ) —

କାଲାଶୁଦ୍ଧି — The state of a time being inauspicious for the performance of certain ceremonies.