କାଳିଙ୍ଗୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଙ୍ଗୀ
ଉଚ୍ଚାରଣ: Kāḻiṅgī

ପ୍ରାଦେ. (ଗଞ୍ଜାମ) ବି. (ସଂ. କଳିଙ୍ଗ) —

୧: କାଳିଞ୍ଜି (ଦେଖ) ୧. Kāḻin̄ji (See)

୨: ଗଞ୍ଜାମ ଓ ବିଶାଖାପଟଣାଅଧିବାସୀ ତେଲଙ୍ଗାଭାଷୀ ଓଡ଼ିଆ ଶୂଦ୍ରଜାତିବିଶେଷ (ଏମାନେ କାଳିଞ୍ଜିଙ୍କଠାରୁ ପୃଥକ୍) — ୨. A caste of Telugu-speaking Oriya Ṡūdras in the districts of Ganjam and Vizagapatam.