କାଳିଜନିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଜନିତ
ଉଚ୍ଚାରଣ: Kāḻijanita

ପ୍ରାଦେ. (ଗଞ୍ଜାମ) ବି —

ଏକପ୍ରକାର କୃଷ୍ଣବର୍ଣ୍ଣ ଦେଶୀଲୁଗା — A kind of black country-made cloth.