କାଳିଜହ୍ନିଆ
ଦେଖଣା
କାଳିଜହ୍ନିଆ —
ଉଚ୍ଚାରଣ: Kāḻijahniā
ଦେ. ବି. (ସଂ. କାଳ+ଜ୍ଯୋତ୍ସ୍ନ) —
ଚନ୍ଦ୍ରକିରଣର ଅସ୍ପଷ୍ଟତା ହେତୁ ଈଷତ୍ ଅନ୍ଧକାର — Slight darkness due to pale moon-light.
ଆକାଶରେ ଆଉ ମେଘ ନାହିଁ, ଟିକିଏ କାଳିଜହ୍ମିଆ ପଡ଼ିଗଲା ଫକୀରମୋହନ—ଗଳ୍ପସ୍ବଳ୍ପ