କାଳିଜହ୍ନିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିଜହ୍ନିଆ
ଉଚ୍ଚାରଣ: Kāḻijahniā

ଦେ. ବି. (ସଂ. କାଳ+ଜ୍ଯୋତ୍ସ୍ନ) —

ଚନ୍ଦ୍ରକିରଣର ଅସ୍ପଷ୍ଟତା ହେତୁ ଈଷତ୍ ଅନ୍ଧକାର — Slight darkness due to pale moon-light.

ଆକାଶରେ ଆଉ ମେଘ ନାହିଁ, ଟିକିଏ କାଳିଜହ୍ମିଆ ପଡ଼ିଗଲା ଫକୀରମୋହନ—ଗଳ୍ପସ୍ବଳ୍ପ