କାଳିୟଦଳନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳିୟଦଳନ
ଉଚ୍ଚାରଣ: Kāḻiyadaḻana

ସଂ. ବି. —

୧: (୬: ଷ୍ଠୀ ତତ୍; କାଳିୟ+ଦଳନ)— ଶ୍ରାକୃଷ୍ଣଙ୍କଦ୍ବାରା କାଳିୟନାଗର ନିର୍ୟ୍ୟାତନ — The crushing of Kāḻiya Nāga by Ṡtīkṛushṇa.

୨: (କାଳିୟକୁ ଦଳନ କରିଥିବାରୁ) ଶ୍ରୀକୃଷ୍ଣ — ୨. A name of Ṡrīkṛushṇa.

ସଂ. ବି.—ସଂ. ବିଣ. ପୁଂ.—(ବହୁବ୍ରୀହ) —

କାଳିୟର ଦଳନକାରୀ; କାଳିୟକୁ ଯେ ପରାଜିତ କରି ଅଛନ୍ତି —One who has crushed or vanqiushed the Kāḻiya Nāga.