କାଳି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳି କରିବା
ଉଚ୍ଚାରଣ: Kāḻi karibā

ଦେ. କ୍ରି. —

୧: ଦୋକାନୀଠାରୁ ସଉଦା ଆଦି ଧାରରେ ଆଣିବା; ଉଠାଣ କରିବା — To purchase commodities on credit.

୨: (ପ୍ରଚୀନ ବ୍ୟବହାର)—ଗୋରୁ ପଲକୁ ଆଡ଼ାଇବା ବା ଘଉଡ଼ାଇବା —୨. To drive a floke of cattle

କୁରୁସେନା ଗାବଙ୍କୁ ସାୟକ ବାଡ଼ି ଧରି ସଭୁକି ଗହୁଡ଼ଟି ନେଲେ କାଳି କରି କୃଷ୍ଣସିଂହ. ମହାଭାରତ. ଦ୍ରୋଣ

ପ୍ରାଦେ. (ଗଡ଼ଜାତ) କ୍ରି. (ବହୁଲୋକ) —

ବଣର ଚାରିଆଡ଼ୁ ଘେରି ବଣଜନ୍ତୁଙ୍କୁ ଶିକାରୀ ନିକଟକୁ ତଡ଼ି ଆଣିବା — To drive wild beasts to the hunter by beating the jungle.